ବିଜେଡିର ସାଂଗଠନିକ ସ୍ତରରେ ନୂଆ ନିଯୁକ୍ତି

ଭୁବନେଶ୍ୱର – ବିଜେଡିର ସାଂଗଠନିକ ସ୍ତରରେ କେତେକ ନୂଆ ନିଯୁକ୍ତି ଦିଆଯାଇଛି । ତିନି ଜଣଙ୍କୁ ବରିଷ୍ଠ ସାଧାରଣ ସଂପାଦକ, ୪ ଜଣଙ୍କୁ ସାଧାରଣ ସଂପାଦକ ଓ ୭ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ମହେଶ ସାହୁ,ପ୍ରଦୀପ ମାଝୀ, ପ୍ରଫୁଲ୍ଲ ମାଝୀ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତି…

ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକରେ ଅଣସଂରକ୍ଷିତ

ଭୁବନେଶ୍ୱର - ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏବେ ପୌର ନିର୍ବାଚନ ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ପୌର ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି ।…