‘ହୁ’ର ଚେତାବନୀ: ବୁଷ୍ଟର ଡୋଜ୍ ଯଥେଷ୍ଟ ନୁହେଁ, କରୋନାର ନୂଆ ଭାରିଆଣ୍ଟ ପାଇଁ ଜରୁରି ଆହୁରି ଶକ୍ତିଶାଳୀ…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡ୍ -୧୯ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏଥି ସହିତ ଅନେକ ଦେଶରେ ଟିକାକରଣ ଏବଂ ବୁଷ୍ଟର ଡୋଜ୍ ନେଇ ଅଭିଯାନ ମଧ୍ୟ ଚାଲିଛି | ଏହି ସମୟରେ, ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଦେଇ କହିଛି ଯେ ବର୍ତ୍ତମାନ ବିଭିନ୍ନ ଦେଶରେ ଶିକାର ଯେଉଁ ବୁଷ୍ଟର…