ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟି ମ୍ୟାନେଜରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଫସିଥିବା ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟି ମ୍ୟାନେଜରଙ୍କ ବିପୁଳ ପରିମାଣର ସଂପତ୍ତି ଠାବ କରାଯାଇଛି । କିଶୋର ନାୟକଙ୍କ ଘରେ ଚଢାଉ ପରେ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଛି ଭିିଜିଲାନ୍ସ । ଗୋଟିଏ ବହୁତଳ ପ୍ରାସାଦ, ଫ୍ଲାଟ ଓ ୩ଟି ପ୍ଲଟ ଠାବ…

ନୂଆ ନିର୍ଦ୍ଦେଶନାମା :ଆସନ୍ତା ୧୪ରୁ ଖୋଲିବ ସ୍କୁଲ୍‌, କିନ୍ତୁ ୨୮ରୁ ଆରମ୍ଭ ହେବ କ୍ଲାସରୁମ ପଢା

ଭୁବନେଶ୍ୱର- ପୂର୍ବ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ତାରିଖରୁ ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣା ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କିନ୍ତୁ ପିଲାମାନେ ୨୮ ତାରିଖରୁ ହିଁ ସ୍କୁଲ ଆସିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ନେଇ ଗଣଶିକ୍ଷା…

ସମୀରଙ୍କ ଗସ୍ତରେ ଜୟଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା, ଥମିନି ୫ ବର୍ଷ ତଳର ବିବାଦ!

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ହୋଇଉଠିଲାଣି। ମତଦାନ ପାଇଁ ହାତରେ ଆଉ ମାତ୍ର ୫ ଦିନ ବାକି ରହିଲା। ଭୋଟରଙ୍କୁ ମନେଇବାକୁ ସବୁ ପ୍ରାର୍ଥୀ ଏବଂ ରାଜନୈତିକ ଦଳ ସବୁ ବଳ ଜୁଟାଇ ଦେଲେଣି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ବିଜେପି ବି ପୁଣି ଥରେ ପରିଷଦ ଗଠନ…

ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮% ମତଦାନ, ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି | ପ୍ରଥମ ପର୍ଯ୍ୟାୟରେ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାର ୫୮ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଶାମଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମେରଟ୍, ବାଗପାଟ, ଗାଜିଆବାଦ, ବୁଲନ୍ଦସହର, ଅଲିଗଡ, ମଥୁରା…

ଆରଟିଆଇରେ ଖୁଲାସା: ବହୁବର୍ଷ ହେଲା ଘର ଭଡ଼ା ଦେଇନାହାନ୍ତି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଜ ସରକାରୀ ବଙ୍ଗଳା ଓ ଅନ୍ୟ ସରକାରୀ ସମ୍ପତ୍ତିର ଭଡ଼ା ବହୁ ବର୍ଷ ହେଲା ପୈଠ କରିନାହାନ୍ତି। ସାମାଜିକ କର୍ମୀ ସୁଜିତ ପଟେଲଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଆରଟିଆଇ ଜବାବରେ କୁହାଯାଇଛି ଯେ, କଂଗ୍ରେସର ଅନେକ ନେତାଙ୍କ ଉପରେ ଭଡ଼ା ବାକି…

ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସମସ୍ତ ପକ୍ଷ ସହ ଆଲୋଚନା ପରେ ହିଁ ନିଷ୍ପତ୍ତି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ଖୋଲିଛି ଶିକ୍ଷାନୁଷ୍ଠାନ । ଏଣେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି । ପରୀକ୍ଷା ପରିଚାଳନା ନେଇ ଦଶମ…

ଭାଇରସ ଥିବା ଯାଏଁ ପ୍ରଜାତି ବଦଳିବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋଭିଡର ଆଉ ଏକ ନୂଆ ଭାରିଆଂଟ ଚର୍ଚ୍ଚା ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏ ସଂପର୍କରେ ଏବେଠାରୁ କିଛି କହିହେବ ନାହିଁ । ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଂଟ୍ ଚିହ୍ନଟ ହେବେ । ଭାଇରସ ଥିବା ଯାଏଁ ପ୍ରଜାତି ବଦଳିବ । ତେବେ, ନୂଆ ଭାରିଆଂଟ୍ ଅଧିକ…