ତୃତୀୟ ଲହର ପ୍ରକୋପ : ହଜାରେ ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ୪୫୬

ଭୁବନେଶ୍ୱର-ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି କୋରୋନା ସଂକ୍ରମଣ । ତୃତୀୟ ଲହରରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପ୍ରଥମ ଥର ପାଇଁ ୧ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୧୬ ଆକ୍ରାନ୍ତ । ସଙ୍ଗରୋଧରୁ ୭୧୦ ଓ ସ୍ଥାନୀୟ ଅଂଚଳରୁ ୫୦୬ ଆକ୍ରାନ୍ତ…