୧୦୦୦ତମ ଦିନିକିଆରେ ଭାରତର ଦମଦାର ବିଜୟ, ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଦମଦାର ବିଜୟ ସହ ଭାରତ ନିଜ ୧୦୦୦ତମ ଦିନିକିଆ ମ୍ୟାଚକୁ ସ୍ମରଣୀୟ କରିଛି । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ତିନି ମ୍ୟାଚ୍ ସିରିଜର ପ୍ରଥମ ଦିନିକିଆରେ ଭାରତ ୬ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଛି । ଏହି ସହଜ ବିଜୟ ସହ ରୋହିତ ଦିନିକିଆ ଅଧିନାୟକ ଭାବେ ନିଜ…

ଭାରତରେ ସିଙ୍ଗଲ ଡୋଜ୍ ସ୍ପୁଟନିକ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଡିଜିସିଆଇ

ନୂଆଦିଲ୍ଲୀ -ସିଙ୍ଗଲ ଡୋଜ୍ ସ୍ପୁଟନିକ ଲାଇଟ କୋଭିଡ ଟିକାର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି । ଭାରତରେ କୋଭିଡ ବିରୋଧରେ ଏହା ନବମ ଟିକା । ପୂର୍ବରୁ ‘ସ୍ପୁଟନିକ ଭି’ ଟିକାକୁ…

ପଂଚଭୂତରେ ବିଲୀନ ଲତାଙ୍କ ପାର୍ଥିବ ଶରୀର, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁର ସାମ୍ରାଜ୍ଞୀଙ୍କ ଶେଷକୃତ୍ୟ ସଂପନ୍ନ

ମୁମ୍ବାଇ -ପଞ୍ଚଭୂତରେ ଲୀନ ହୋଇଛନ୍ତି ଭାରତରତ୍ନ ଲତା ମଙ୍ଗେସସକର । ମୁମ୍ବାଇର ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କିମ୍ବଦନ୍ତୀ ଲତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶେଷକୃତ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସାମିଲ ହୋଇଥିଲେ । ଅନେକ କେନ୍ଦ୍ର ମନ୍ତ୍ରୀ,…