ରାଜ୍ୟରେ ଆଉ ୨୦ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କରେ ହିଁ ରହୁଛି । ଆଉ ୨୦ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଜଣାଇ ବିବାଦରେ କାର୍ କମ୍ପାନୀ ହ୍ୟୁଣ୍ଡାଇ, ଭାରତରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ କାର୍ କମ୍ପାନୀ ହ୍ୟୁଣ୍ଡାଇର ଏକ ଟ୍ବିଟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ ଭାରତରେ ଏହି କାର୍ କମ୍ପାନୀ ବିରୋଧରେ ବିରୋଧର ସ୍ବର ଉଠିଛି । ଭାରତରେ ଏହି ଅଟୋ ମୋବାଇଲ୍ କମ୍ପାନୀକୁ ବର୍ଜନ କରିବାକୁ ଦାବି ଉଠିଛି । ଏଥିପାଇଁ ସୋସିଆଲ ମିଡିଆରେ…

ରାଜ୍ୟରେ ୨ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ୨ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୪୯୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୮୭୪ ଓ ସ୍ଥାନୀୟ ଅଂଚଳରୁ ୬୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୮୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା…

ରାଜ୍ୟରେ ଆଜିଠୁ ଖୋଲିଲା ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର – ରାଜ୍ୟରେ ଆଜିଠାରୁ ପୁଣି ଖୋଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ଅଷ୍ଟମ ଶ୍ରେଣୀରୁ ପିଜି ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠପଢା ଆରମ୍ଭ ହୋଇଛି । କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଜାନୁଆରୀ ୧୦ରୁ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ । କୋରୋନା କଟକଣା ମଧ୍ୟରେ ଆଜିଠାରୁ ଅଷ୍ଟମ ଶ୍ରେଣୀରୁ…