ଅରୁଣାଚଳ ପ୍ରଦେଶ: ହିମସ୍ଖଳନ ଯୋଗୁଁ ୭ ସେନା ଯବାନ ନିଖୋଜ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ହିମସ୍ଖଳନ ଯୋଗୁଁ ପ୍ରାୟ ୭ ଜଣ ସେନା କର୍ମଚାରୀ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ସୂଚନା ପାଇବା ମାତ୍ରେ ସେନା ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ହିମସ୍ଖଳନରେ ଯୋଗୁଁ ନିଖୋଜ ସୈନିକ ମାନଙ୍କ ସନ୍ଧାନ କାର୍ଯ୍ୟ ଜାରି ରହିଛି। ସେନା ସୂଚନା…

ପଞ୍ଜାବ ନିର୍ବାଚନ: ଚ୍ୟାଲେଞ୍ଜ ଗ୍ରହଣ କଲେ ବିକ୍ରମ ସିଂ ମାଜିଥିଆ, ଅମୃତସର ଇଷ୍ଟରେ ସିଦ୍ଧୁଙ୍କୁ ଦେବେ ଟକ୍କର

ଚଣ୍ଡିଗଡ଼: ଏଥର ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଅମୃତସର ଇଷ୍ଟ ଆସନ ଚର୍ଚ୍ଚାରେ ରହିଛି। ଏହି ଆସନରୁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସିଦ୍ଧୁଙ୍କ ଏହା ଗଡ଼ ଭାବେ ପରିଚିତ । ତାଙ୍କୁ ଏଠାରେ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଶିରୋମଣି…

ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର, ‘କୋ-ୱିନ୍’ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଆଧାର କାର୍ଡ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋଭିଡ୍-୧୯ ଟିକାକରଣ ପାଇଁ 'କୋୱିନ୍' ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…