ଓଓ୍ବେସିଙ୍କୁ ‘ଜେଡ୍’ କାଟେଗୋରି ସୁରକ୍ଷା ନେବା ପାଇଁ ଅନୁରୋଧ କଲେ ଅମିତ ଶାହ

ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସିଙ୍କ କାର୍ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ସଂସଦରେ ଏକ ବିବୃତ୍ତି ଦେଇଛନ୍ତି। ସେ ରାଜ୍ୟସଭାରେ କହିଛନ୍ତି ଯେ ଓଓ୍ବେସିଙ୍କ ଜୀବନ ପ୍ରତି ଥିବା ବିପଦର ସମୀକ୍ଷା କରାଯାଇଛି ଏବଂ…