ରାଜ୍ୟରେ ପ୍ରଚାର କଟକଣା କୋହଳ କଲେ ନିର୍ବାଚନ କମିଶନର

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏ ଦୃଷ୍ଟିରୁ ପଂଚାୟତ ନିର୍ବାଚନ ଉପରେ ଲାଗିଥିବା ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏବେ ୨୦ ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିବେ ପ୍ରାର୍ଥୀ…

ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ଥାନାବାବୁ

କଟକ – ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଥାନା ବାବୁ । କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ ଲାଂଚ ନେବାବେଳେ ଧରାପଡିଛନ୍ତି । ଏକ ମାମଲାର ସମାଧାନ ପାଇଁ ଆଇଆଇସି ଗରଡିଆ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ତାଙ୍କୁ ଧରିବା ସହ ତାଙ୍କର ଥାନା ଅଫିସ, ସରକାରୀ…