ପତଳା କଣ୍ଠ ବୋଲି ଲତା ମଙ୍ଗେସକରଙ୍କୁ ରିଜେକ୍ଟ କରି ଦିଆଯାଇଥିଲା, ତାତ୍ସଲ୍ୟ କରି ଏମିତି କହିଥିଲେ ଦିଲୀପ…

ମୁମ୍ବାଇ: କୋକିଳକଣ୍ଠୀ ଭାରତ ରତ୍ନ ଲତା ମଙ୍ଗେସକର ୯୨ ବର୍ଷ ବୟସରେ ଆମ ସମସ୍ତଙ୍କ ଠାରୁ ବିଦାୟ ନେଇଛନ୍ତି। ସ୍ବର ସାମ୍ରାଜ୍ଞୀ ଭାବେ ପରିଚିତା ଲତା ନିଜ ଯାଦୁକରୀ କଣ୍ଠରେ ଲକ୍ଷ ଲକ୍ଷ ଲୋକ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲେ | ସେ ହିନ୍ଦୀ ସିନେମାରେ ପ୍ରାୟ ୩୦,୦୦୦ ଗୀତରେ ନିଜ କଣ୍ଠଦାନ…