ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରୁ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ୬ ଦିନିଆ ଅଧିବେଶନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ସକାଳ ୧୧ଟା ୩୦ରେ ବୈଠକ ହେବ । ସାଧାରଣତଃ ବିଧାନସଭା…

ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେଡି

ଭୁବନେଶ୍ୱର- ସମସ୍ତ ୩୦ଟି ଜିଲ୍ଲା ରେ ଜିଲ୍ଲା ପରିଷଦ ଗଠନ କରି ନୂଆ ନିର୍ବାଚନୀ ଇତିହାସ ସୃଷ୍ଟି କରିଥିବା ବିଜେଡି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛି । ସମସ୍ତ ଜିଲ୍ଲା ପରିଷଦ ରେ ସେବା କରିବା ପାଇଁ ଆଶୀର୍ବାଦ କରିଥିବାରୁ ରାଜ୍ୟବାସୀଙ୍କ ନିକଟରେ ଋଣୀ ବୋଲି ଦଳ କହିବା ସହ ଧନ୍ୟବାଦ ଦେଇଛି…

ଶ୍ରୀମନ୍ଦିରରେ ହୋଲି ଉତ୍ସବ

ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଫଗୁଦଶମୀ ନାମରେ ଖ୍ୟାତ। ଫଗୁ ଦର୍ଶମୀରେ ମଧ୍ୟାହ୍ନ ଧୂପ ସରିଲା ପରେ ତିନି ବାଡ଼ରେ ମଇଲମ ହୋଇ ନାଲି ପାଟବସ୍ତ୍ର ଠାକୁରମାନଙ୍କୁ ଲାଗି ହୁଏ। ଏହା ପରେ ପାଳିଆ ମେକାପ ଭଣ୍ଡାର ଘରୁ ଚନ୍ଦନ ଆଣିବା ପରେ ତିନି ବାଡ଼ରେ ପାଳିଆ ପୁଷ୍ପାଳକ ମାନେ ସର୍ବାଙ୍ଗ…

ଗୀତା ମାହାତ୍ମ୍ୟ: ବିଦ୍ୟାବିନୟସଂପର୍ନେ ବ୍ରାହ୍ମଣେ ଗବି ହସ୍ତୀନି। ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତଃ ସମଦର୍ଶିନଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ବିଦ୍ୟାବିନୟସଂପର୍ନେ ବ୍ରାହ୍ମଣେ ଗବି ହସ୍ତୀନି। ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତଃ ସମଦର୍ଶିନଃ।। ହେ ଅର୍ଜ୍ଜୁନ ! ସେହି ଜ୍ଞାନୀମାନେ ବିଦ୍ୟା ଓ…