ଏନ୍ଏସ୍ଇ ସ୍କାମ୍: ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏନ୍ଏସ୍ଇ ସ୍କାମ୍ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଚିତ୍ରା…

ବିମାନ ବନ୍ଦରରେ ଶିଖ୍ କର୍ମଚାରୀ ଓ ଯାତ୍ରୀଙ୍କୁ କୃପାଣ ରଖିବାକୁ ଅନୁମତି

ନୂଆଦିଲ୍ଲୀ: ବିମାନରେ ଏଣିକି ଶିଖ ଯାତ୍ରୀମାନେ କୃପାଣ ସହ ଯାତ୍ରା କରିପାରିବେ । ପୂର୍ବ ନିଷ୍ପତ୍ତି ବଦଳାଇ କେନ୍ଦ୍ର ସରକାର ଶିଖ୍ ଯାତ୍ରୀଙ୍କୁ କୃପାଣ ସହିତ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଏହାଛଡ଼ା ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଶିଖ କର୍ମଚାରୀମାନେ ମଧ୍ୟ ସେମାନଙ୍କ…