ଫେବ୍ରୁଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ପାଇଁ ଭୋଟ୍, ୨୬ରୁ ଗଣତି, କୋଭିଡ ପାଇଁ ସମାବେଶ ମନା
ଭୁବନେଶ୍ୱର – ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ପ୍ରେସମିଟରେ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢି ତାରିଖ ଘୋଷଣା କରିଛନ୍ତି । କଡା କୋଭିଡ କଟକଣାରେ ହେବ ନିର୍ବାଚନ । ୫ଟି ପର୍ଯ୍ୟାୟରେ ହେବ ମତଦାନ । ୧୬, ୧୮,୨୦, ୨୨ ଓ ୨୪ ଫେବ୍ରୁଆରୀରେ…