ଘୋଡ଼ାହାଡ଼ ଜଳଭଣ୍ଡାରରେ କୁମ୍ଭୀର ସଂଖ୍ୟା ବୃଦ୍ଧି
ଦିଗପହଣ୍ଡି: ବ୍ରହ୍ମପୁର ବନଖଣ୍ଡ ଦ୍ବାରା କୁମ୍ଭୀର ଗଣନା ସମ୍ପନ୍ନ ହୋଇଛି। ବନ ବିଭାଗ କର୍ମଚାରୀମାନ କୁମ୍ଭୀର ଥିବା ବନଖଣ୍ଡର ବୃହତ ଜଳଭଣ୍ଡାର ଘୋଡ଼ାହାଡ଼ରେ ଗଣନା କରିଛନ୍ତି। ଏଥର ୭୬ଟି କୁମ୍ଭୀର ଠାବ କରାଯାଇଛି ଯାହା ଗତଥର ଠାରୁ ୪ଟି ଅଧିକ। ଜଳଭଣ୍ଡାର ମଧ୍ୟରେ ୫୮ଟି ଓ ଆଖପାଖ ଅଞ୍ଚଳରେ…