ଚୋରା ଚାଲାଣ ବେଳେ ୨୫ କଇଁଛ ଜବତ, ୨ ଗିରଫ

ମାଲକାନଗିରି- ମାଲକାନଗିରି ଜିଲ୍ଲାରେ ଚୋରା ଚାଲାଣ ହେଉଥିବା ବେଳେ ଜବତ ହୋଇଛି ୨୫ଟି କଇଁଛ । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାଲକାନଗିରି ଜିଲ୍ଲା ମୋଟୁ ବନଖଣ୍ଡ ଅନ୍ତର୍ଗତ ଏମପିଭି ୮୧ ଗାଁରେ କଇଁଚ ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲା ବନ ବିଭାଗ ।…

ଆଜି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ

ଭୁବନେଶ୍ୱର- ଆଜି ରାଜ୍ୟର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ପାଇଁ ହେବ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ପଞ୍ଚାୟତର ଅଧ୍ୟକ୍ଷଙ୍କୁ ବାଛିବେ। ଏନେଇ ପୂର୍ବରୁ ଘୋଷଣା ହୋଇଥିବା ସମୟରେ ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନ ହେବ। ସକାଳ ସାଢ଼େ ୧୦ଟାରୁ…

ଗୀତା ମାହାତ୍ମ୍ୟ: ନାଦତ୍ତେ କସ୍ୟଚିତପାପଂ ନ ଚୈବ ସୁକୃତମ ବିଭୁ। ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତଵଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ନାଦତ୍ତେ କସ୍ୟଚିତପାପଂ ନ ଚୈବ ସୁକୃତମ ବିଭୁ। ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତଵଃ।। ହେ ଅର୍ଜ୍ଜୁନ ! ସର୍ଵବ୍ୟାପି ପରମେଶ୍ୱର…