ବରୁଣ ଗାନ୍ଧୀ କରୋନା ସଂକ୍ରମିତ

ପିଲିଭିଟ: ଉତ୍ତର ପ୍ରଦେଶର ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ବରୁଣ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ସୋସିଆଲ ମିଡିଆ ମାଧ୍ୟମରେ ବରୁଣ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଗତ ତିନି ଦିନ ଧରି ପିଲିଭିଟରେ ଅଛି। କରୋନାର କିଛି ଲକ୍ଷଣ ଦେଖାଦେବା ସହ…

ଗୁଜରାଟ ଉପକୂଳରେ ପାକିସ୍ତାନୀ ଡଙ୍ଗା ସହ‌ ୧୦ ଲୋକଙ୍କୁ ଧରିଲା ଭାରତୀୟ ତଟରକ୍ଷୀ ବାହିନୀ

ପୋରବନ୍ଦର: ପଡୋଶୀ ଦେଶ ପାକିସ୍ତାନର ଆଉ ଏକ ଚାଲବାଜି ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଆଇସିଜିଏସ୍ ଅଙ୍କିତ ରାତ୍ରିକାଳୀନ ଅପରେସନ୍ ସମୟରେ ଆରବ ସାଗରରେ ଭାରତୀୟ ଜଳସୀମାକୁ ପଶି ଆସିଥିବା ୧୦ ଜଣ କ୍ରୁଙ୍କ ସହ ପାକିସ୍ତାନୀ ଡଙ୍ଗା 'ୟାସିନ୍'କୁ…

ପ୍ରକାଶ ପର୍ବରେ ମୋଦିଙ୍କ ଘୋଷଣା: ଡିସେମ୍ବର ୨୬କୁ ‘ବୀର ବାଳ ଦିବସ’ ଭାବେ ପାଳନ କରାଯିବ

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୨୬କୁ ଏଣିକି 'ବୀର ବାଳ ଦିବସ' ଭାବେ ପାଳନ କରାଯିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରକାଶ ପର୍ବ ଅବସରରେ ଏହା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପର୍ବର ଶୁଭ ଅବସରରେ ମୁଁ ଗର୍ବିତ…

ଜାନୁଆରୀ ୧୨ରୁ ଆରମ୍ଭ ହେବ ନିଟ୍-ପିଜି କାଉନସେଲିଂ

ନୂଆଦିଲ୍ଲୀ: ବୁଧବାର ଠାରୁ ନିଟ୍-ପିଜି କାଉନସେଲିଂ ଆରମ୍ଭ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା କରୋନା ବିରୋଧରେ ଲଢେଇରେ ଦେଶକୁ ଅଧିକ ଶକ୍ତି ଦେବ | ସ୍ୱାସ୍ଥ୍ୟ ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ମାନ୍ୟବର…