ଭୁବନେଶ୍ୱରରେ କୋଭିଡ ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କଲା ବିଏମସି

ଭୁବନେଶ୍ୱର- ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ କୋଭିଡ ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ହାଇଟେକ୍ ଓ କିମ୍ସ ହସପିଟାଲ ସହ ବିଏମସି ବୁଝମଣା ପତ୍ର ସ୍ୱାକ୍ଷର କରିଛି । ସମ୍ ଓ ଆଦିତ୍ୟ ଅଶ୍ୱିନୀକୁ ମିଶାଇ…