ତୃତୀୟ ଲହର ପ୍ରକୋପ: କ୍ରମାଗତ ତୃତୀୟ ଦିନ ଆସିଲା ଲକ୍ଷେରୁ ଊର୍ଦ୍ଧ୍ବ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଅଣାୟତ୍ତ ଗତି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧ ଲକ୍ଷ ୭୯ ହଜାର ୭୨୯ ନୂଆ ମାମଲା ଚିହ୍ନଟ ହୋଇଛି । କ୍ରମାଗତ ତୃତୀୟ ଦିନ ପାଇଁ ଲକ୍ଷେରୁ ଊର୍ଦ୍ଧ୍ବ ମାମଲା ଆସିଛି । ଦିନକରେ ଏହି ରୋଗରେ ୧୪୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ମୋଟ କରୋନା…