ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଆରମ୍ଭ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଜାରି ରହିଛି । ତୋଷାଳୀ ଭବନ ସ୍ଥିତ ନିର୍ବାଚନ କମିଶନଙ୍କ ଅଫିସରେ ଚାଲିଥିବା ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ବିଜେଡି ସାଂସଦ ଅମର…

ବୁଷ୍ଟର ଡୋଜ୍ ଟିକା ପ୍ରଦାନ ଆରମ୍ଭ, ବିଧାନସଭା ପରିସରରେ ଟିକା ନେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର- ରାଜ୍ୟରେ ଆଜି ବୁଷ୍ଟର ଡୋଜ୍ ଟିକା ପ୍ରଦାନ ଆରମ୍ଭ ହୋଇଛି । ୬୦ ବର୍ଷରୁ ଅଧିକ ବୟସର ଲୋକ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକା ଦିଆଯାଉଛି । ଯେଉଁମାନେ ଦ୍ୱିଡୀୟ ଡୋଜ୍ କୋଭିଡ ଟିକା ନେଇଥିବାର ୩୯ ସପ୍ତାହ ହୋଇସାରିଥିବ , ସେମାନେ ବୁଷ୍ଟର ବା ପ୍ରିକସନ ଡୋଜ୍…

ରାଜ୍ୟରେ ୫ ହଜାର ମୁହାଁ ଦୈନିକ କୋରୋନା ସଂକ୍ରମଣ, ସକ୍ରିୟ ମାମଲା ୨୦ ହଜାର ପାର, ମୁଖ୍ୟମନ୍ତ୍ରୀ କରିବେ ସ୍ଥିତିର…

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୪ ହଜାର ୮୨୯ କୋରୋନା ପଜିଟିଭ । ସଙ୍ଗରୋଧରୁ ୨ ହଜାର ୮୨୩ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କର ୪୪୮ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ଚିହ୍ନଟ…