ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ : ଇସିଆଇ ଗାଇଡଲାଇନକୁ ଆଧାର କରି ହେବ ପଂଚାୟତ ନିର୍ବାଚନ ଗାଇଡଲାଇନ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଭାରତର ନିର୍ବାଚନ କମିଶନ-ଇସିଆଇର ଗାଇଡଲାଇନକୁ ଆଧାର କରି ପଂଚାୟତ ନିର୍ବାଚନ ଗାଇଡଲାଇନ ଆସିବ । ଆଜି ଏହି ଗାଇଡଲାଇନ ଆସିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ…