ରାଜ୍ୟ ସରକାରଙ୍କ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି, ୩୨ରୁ ହେବ ୩୮

ଭୁବନେଶ୍ୱର- ରାଜ୍ୟ ସରକାର ଆସନ୍ତା ୩ ବର୍ଷ ପାଇଁ ସମସ୍ତ ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । ଏଥିସହିତ ମୋ ୧୨ଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍ । ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ…

ସାଇନାଙ୍କ ଉପରେ ଅଶ୍ଲୀଳ ଟ୍ବିଟ୍ ନେଇ ଅଡୁଆରେ ଅଭିନେତା ସିଦ୍ଧାର୍ଥ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲଙ୍କୁ ନେଇ ଏକ ଟ୍ବିଟ୍ ପାଇଁ ଅଭିନେତା ସିଦ୍ଧାର୍ଥ ଅଡ଼ୁଆରେ ଫସିଛନ୍ତି । ଉକ୍ତ ବିବାଦୀୟ ଟ୍ବିଟରେ 'ରଙ୍ଗ ଦେ ବସନ୍ତୀ' ଫେମ୍ ଏହି ଅଭିନେତା ଦ୍ବିଅର୍ଥ ବୋଧକ ଭାଷା ବ୍ୟବହାର କରି ସାଇନାଙ୍କୁ ଅପମାନିତ କରିବାକୁ ଉଦ୍ୟମ କରିଛନ୍ତି । ଏବେ…

ରାଜନାଥ ସିଂହ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ଟ୍ୱିଟ୍ କରି ସେ ନିଜେ ଏନେଇ ସୂଚନା ଦେଇଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ ସେ ନିଜକୁ କ୍ବାରେଣ୍ଟାଇନ କରିଛନ୍ତି। ଦେଶରେ କରୋନା ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ସ୍ୱାସ୍ଥ୍ୟ…

ପ୍ରଥମ ରାଜ୍ୟ ଭାବେ ପାଞ୍ଚଲକ୍ଷ ଓମିସିଅର୍ କିଟ୍ ଅର୍ଡର୍ କଲା ଓଡ଼ିଶା

ଭୁବନେଶ୍ୱର- ଟାଟା ମେଡିକାଲ ଆଣ୍ଡ ଡ଼ାଏଗ୍ନୋଷ୍ଟିକ ଲିମିଟେଡ ( ଟାଟା ଏମ ଡି) ଠାରୁ ପାଞ୍ଚଲକ୍ଷ ଓମିସିଅର୍ ଆରଟିପିସିର କିଟ୍ ଅର୍ଡର୍ କରିବାର ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ଓଡ଼ିଆ ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ - ଓଏସ୍ଏମ ସି ଏଲ ଏହି କିଟ୍ ଅର୍ଡର୍ କରିଛି । କୋଭିଡ positiv…