ଅଭିନେତା ମିହିର ଦାସଙ୍କ ଆସନ୍ତାକାଲି ଶେଷକୃତ୍ୟ, ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ ଗାର୍ଡ ଅଫ୍ ଅନର
ଭୁବନେଶ୍ୱର- ଲୋକପ୍ରିୟ ସିନେ ତାରକା ମିହିର ଦାସଙ୍କ ଶେଷକୃତ୍ୟ ବୁଧବାର ଦିନ ହେବ । ରାଜ୍ୟ ସରକାରଙ୍କ ତରଫରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି । ଆଜି ମିହିର ଦାସ ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କଟକର…