କରୋନା ଅପଡେଟ୍: ଦିନକରେ ୧.୯୪ ମାମଲା ଚିହ୍ନଟ, ୪୨୨ ମୃତ

ନୂଆଦିଲ୍ଲୀ: ଅନିୟନ୍ତ୍ରିତ ବେଗ ସହ ଦେଶରେ କରୋନା ସଂକ୍ରମଣର ବିସ୍ଫୋରଣ ଜାରି ରହିଛି | ଗତ ୨୫ ଘଣ୍ଟାରେ ଦେଶରେ ପ୍ରାୟ ୧,୯୪, ୭୨୦ ମାମଲା ରିପୋର୍ଟ ହୋଇଛି ଏବଂ ୪୨୨ ଜଣଙ୍କର ମୃତ୍ୟୁ ଘଟିଛି। ଅବଶ୍ୟ ଏହି ସମୟ ମଧ୍ୟରେ ୬୦,୪୦୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଏହା ପରେ ଦେଶରେ ସମୁଦାୟ…

ଆଜିଠାରୁ ନିଟ୍ ପିଜି କାଉନସେଲିଂ ଆରମ୍ଭ

ଭୁବନେଶ୍ୱର- ୨୦୨୧-୨୨ ବର୍ଷ ପାଇଁ ଏମିବିବିଏସ, ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଓଜେଇଇ ପରିଚାଳିତ ନିଟ୍ ପିଜି କାଉନସେଲିଂ ଆରମ୍ଭ ହେଉଛି । ଆଜି ମଧ୍ୟାହ୍ନ ୧୨ଟାରୁ ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ, ଅନଲାଇନ ଆବେଦନ ସହ ଫି ଡିପୋଜିଟ୍‌, ଡକ୍ୟୁମେଂଟ୍ ଅପଲୋଡିଂ ଓ ଅନଲାଇନ…

ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ଦେହାନ୍ତ ହୋଇଯାଇଛି । ୯୦ ବର୍ଷ ବୟସରେ ଗୁରାଣ୍ଡିସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ଜେନା ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୟ ଜେନାଙ୍କ…

ରାଜ୍ୟରେ ୯ ହଜାର ମୁହାଁ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୮ ହଜାର ୭୭୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୯ ହଜାର ମୁହଁ ହୋଇଛି ଦୈନିକ କୋରୋନା ସଂକ୍ରମଣ । ଦିନକ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୭୭୮ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ୭୯୨ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୫ ହଜାର ୯୬ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୮୨ ଆକ୍ରାନ୍ତ ଚିହ୍ନଟ…

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ମହାନ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ତାଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ବି ପାଳନ କରାଯାଏ ।ଏହି ଅବସରରେ ସ୍ୱାମୀ ବିବେକାନନ୍ଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବକମାନେ ହେଉଛନ୍ତି…