ରାଜ୍ୟରେ ଆଉ ଦୁଇ ମାସ ରହିବ କୋରୋନାର ଉପରମୁହାଁ ଗତି : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ତୃତୀୟ ଲହର ଯୋଗୁଁ ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ଏଭଳି ଅବସ୍ଥା ଆହୁରି ଦୁଇମାସ ଲାଗି ରହିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ, ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ବା ଟେଷ୍ଟ ପଜିଟିଭିଟ୍…

ପୂର୍ବତନ ପାରଳା ବିଧାୟକ ବିଜୟ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।…

ଧର୍ମ ସଂସଦ ହେଟ୍ ସ୍ପିଚ୍ ମାମଲା: ଉତ୍ତରାଖଣ୍ଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୧୦ ଦିନ ମଧ୍ୟରେ ଜବାବ ମାଗିଲେ

ନୂଆଦିଲ୍ଲୀ: ହରିଦ୍ୱାର ଧର୍ମ ସଂସଦରେ ମୁସଲମାନମାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ମାମଲାର ସୁପ୍ରିମକୋର୍ଟ ଏହି ମାମଲାରେ ବୁଧବାର ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ଜାରି କରି ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ଏହା ସହିତ କୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ପୋଲିସକୁ ମଧ୍ୟ ନୋଟିସ…