ଚୀନ୍ ସହ ବିବାଦ ନେଇ ସେନା ମୁଖ୍ୟଙ୍କ ବଡ଼ ବୟାନ, କହିଲେ ଉଭୟ ଆଲୋଚନା ଓ ଯୁଦ୍ଧ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍‌ର କୌଶଳ ସମ୍ପର୍କରେ ବୁଧବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମଏମ ନରାବଣେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ସେନା ସହିତ ଭାରତୀୟ ସେନାର ଆଲୋଚନା ଚାଲିଛି, ଏଣେ ଯୁଦ୍ଧ ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ପୂର୍ବ ଲଦାଖରେ ସ୍ଥିତିରେ…

ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ ରାଜ୍ୟରେ ଦଳିତ, କୃଷକ ଏବଂ ବେକାରଙ୍କ ପ୍ରତି…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଘର ନିର୍ମାଣ ପାଇଁ ଟଙ୍କା ମାଗିବା ଯୌତୁକ ଦାବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଘର ନିର୍ମାଣ ପାଇଁ ଶ୍ବଶୁର ଘରକୁ ଟଙ୍କା ମାଗିବା ହେଉଛି ଯୌତୁକ ଦାବି। ସୁପ୍ରିମକୋର୍ଟ ଏହାକୁ ଅପରାଧ ବୋଲି କହିଛନ୍ତି। ଏଥିସହ କୋର୍ଟ ଏପରି ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୁପ୍ରିମକୋର୍ଟ…