ତୃତୀୟ ଟେଷ୍ଟ: ବୁମରାଙ୍କୁ ୫ ୱିକେଟ୍‌, ଦକ୍ଷିଣ ଆଫ୍ରିକା ୨୧୦ରେ ଅଲଆଉଟ୍‌, ଭାରତ ୭୦ ରନରେ ଆଗୁଆ

କେପ୍ ଟାଉନ୍‌: ପେସ୍ ବାହିନୀର ପୁଣି ଘାତକ ପ୍ରଦର୍ଶନ ବଳରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଇନିଂସ୍ ଅଗ୍ରଣୀ ହାସଲ କରିଛି । ଯଶପ୍ରୀତ ବୁମରା ୫ ୱିକେଟ୍ ସଫଳତା ପାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୧୦ ରନ୍ କରି ଅଲଆଉଟ୍ ହୋଇଛି । ଫଳରେ ଭାରତ ୧୩ ରନରେ ଅଗ୍ରଣୀ ହାସଲ…