ରେକର୍ଡ ଭାଙ୍ଗୁଛି ଓମିକ୍ରନ୍, ସପ୍ତାହକ ମଧ୍ୟରେ ୧.୫ କୋଟି ନୂଆ ମାମଲା, ୪୮ ହଜାର ମୃତ୍ୟୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡ -୧୯ ସଂକ୍ରମଣ ବିସ୍ଫୋରଣ ଜାରି ରହିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ କହିଛି ଯେ ଗତ ସପ୍ତାହରେ ନୂଆ କରୋନୋ ସଂକ୍ରମଣ ସଂଖ୍ୟା ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ରାତିରେ ପ୍ରକାଶିତ…

ଆଜିଠୁ ୧୭ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସବୁ ବେଳାଭୂମି ଓ ପ୍ରମୁଖ ଜଳାଶୟ ବନ୍ଦ

ବ୍ରହ୍ମପୁର- ଆଜିଠାରୁ ୧୭ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସବୁ ବେଳାଭୂମି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ଆସନ୍ତା କିଛି ପର୍ବପର୍ବାଣୀରେ ସମ୍ଭାବ୍ୟ ଭିଡ ଏଡାଇବା ଓ କୋଭିଡ ପ୍ରୋଟକଲ ପାଳନ ନିଶ୍ଚିତ କରିବା ପାଇଁ ଜିଲ୍ଲାରୁ ଗୋପାଳପୁର ଓ ସୁନାପୁର ପରି ବେଳାଭୂମି ଏବଂ ପ୍ରମୁଖ ଜଳାଶୟ ବନ୍ଦ…

କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ଦେଶରେ ସଂକ୍ରମଣ ବିପଜ୍ଜନକ ଭାବେ ବୃଦ୍ଧି ପାଉଛି । ଦେଶରେ କରୋନା ସ୍ଥିତିର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଏହି ବୈଠକ ଅପରାହ୍ନ ୪:୩୦ରେ ଭିଡିଓ କନଫରେନ୍ସ ମାଧ୍ୟମରେ…