ଶ୍ରୀମନ୍ଦିରରେ ନବାଙ୍କ ବେଢ଼ା ଓ ମକର ସଂକ୍ରାନ୍ତି ବିନା ଭକ୍ତରେ ପାଳିତ 

ନବାଙ୍କ ବେଢ଼ା ଓ ପବିତ୍ର ମକର ସଂକ୍ରାନ୍ତି ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ବିଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଏହା ଅନୁଷ୍ଠିତ ହୋଇଥିଲା। ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜୀଉମାନଙ୍କର…

ଗୀତା ମାହାତ୍ମ୍ୟ: ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ। ସ କାଲେନେହ ମହତା ଯୋଗୋ ନଷ୍ଟ ପରନ୍ତପ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନ ପ୍ରଦାନ କରି କହୁଛନ୍ତି : - ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ। ସ କାଲେନେହ ମହତା ଯୋଗୋ ନଷ୍ଟ ପରନ୍ତପ।। ହେ ଅର୍ଜ୍ଜୁନ ! ଏପରି ଭାବରେ ପରମ୍ପରା ରୁ ପ୍ରାପ୍ତ ଏହିଯୋଗ ରାଜର୍ଷି ମାନେ…