କାଲି ରାଜ୍ୟକୁ ଆସିବ ଟାଟାଏମଡି ଓମିସିୟୋର କିଟ୍‌, ପ୍ରଥମ ରାଜ୍ୟ ଭାବେ ଓଡିଶା କରିଥିଲା ଓମିକ୍ରନ ଚିହ୍ନଟ କିଟ୍‌

ଭୁବନେଶ୍ୱର- ଆସନ୍ତାକାଲି ରାଜ୍ୟକୁ ଆସିବ ଓମିସିୟୋର କିଟ୍ । ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍ ଆଣୁଛି ଓଡିଶା । ଓମିକ୍ରନ ଭାରିଆଂଟ ଟିହ୍ନଟରେ ସହାୟକ ହେବ ଓମିସିୟୋର କିଟ୍ । ରାଜ୍ୟ ସରକାର ୫ ଲକ୍ଷ ଓମିସିୟୋର କିଟ୍ ଅର୍ଡର କରିଥିଲେ । ଟାଟା ମେଡିକାଲ୍ ଆଣ୍ଡ୍ ଡାଏଗ୍ନୋଷ୍ଟିକ…

ଡିଜିପିଙ୍କ ନୂଆପଡା ଜିଲ୍ଲା ଗସ୍ତ, ମାଓ ମୁକାବିଲା ଓ ପଂଚାୟତ ନିର୍ବାଚନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା

ନୂଆପଡା- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି । ନୂଆପଡାରେ ପହଂଚିଲା ପରେ ଡିଜିପି ବଂସଲ ଏସପି ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ମାଓ ମୁକାବିଲା ଓ ପଂଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ସେ ଅଧିକାରୀଙ୍କ ସହ ଆଲୋଚନା…

ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ୍

ଭୁବନେଶ୍ୱର- ବିଜେଡିରେ ଯୋଗ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବହଳଦାର ପୂର୍ବତନ ବିଜେପି ବିଧାୟକ ଲକ୍ଷ୍ମଣ ସୋରେନ । ବୌଦ୍ଧର କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ମହାକୁୁଡ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ…

UP STF busts ATM cloning racket

Prayagraj (Uttar Pradesh):  The UP Special Task Force (STF) has arrested three persons, including the mastermind of an inter-state gang involved in defrauding people by cloning their ATM cards. The team also recovered a laptop and its