ନିଜର ସମସ୍ତ ସଫଳତା ଓ ଧନ ବୃଦ୍ଧି ପାଇଁ ପୂଜା ଘରେ ରଖନ୍ତୁ ଏହି ସବୁ ପ୍ରିୟ ଜିନିଷ

ସମସ୍ତଙ୍କ ଘରେ ପ୍ରାୟ ପୂଜାପାଇଁ ରହିଥାଏ ସ୍ୱତନ୍ତ୍ର ପୂଜାଗୃହ। କାରଣ ଘର ଭିତରେ ସବୁଠୁ ଅଧିକ ସକାରାତ୍ମକ ଉର୍ଜା ସେଇ ପୂଜାଘରୁ ମିଳିଥାଏ । ବାସ୍ତୁଶାସ୍ତ୍ରରେ ମଧ୍ୟ ପୂଜା ଘରର ବିଶେଷ ମହତ୍ତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ମୁତାବିକ ପୂଜାଘର ଠିକ ଦିଗରେ ରହିଥିଲେ ଘର ପରିବାରରେ ଉନ୍ନତି…

ଗୀତା ମାହାତ୍ମ୍ୟ: ସ ଏବାୟଂ ମୟା ତେଅଦ୍ୟ ଯୋଗ ପ୍ରୋକ୍ତଃପୁରାତ ନଃ । ଭକ୍ତଅସି ମେ ସଖା ଚେତି ରାହସ୍ୟଂ ହ୍ୱତ ଦୁତ୍ତମମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନ ପ୍ରଦାନ କରି କହୁଛନ୍ତି : - ସ ଏବାୟଂ ମୟା ତେଅଦ୍ୟ ଯୋଗ ପ୍ରୋକ୍ତଃପୁରାତ ନଃ । ଭକ୍ତଅସି ମେ ସଖା ଚେତି ରାହସ୍ୟଂ ହ୍ୱତ ଦୁତ୍ତମମ।। ହେ ଅର୍ଜ୍ଜୁନ ! ତୁମେ ମୋର ଭକ୍ତ ଓ ପ୍ରିୟସଖା; ଏଣୁ ସେହି…

କୋଭିଡ ନିୟମ ପାଳନ ପୂର୍ବକ ନିର୍ଦ୍ଧାରିତ ତାରିଖରେ ହିଁ ହେବ ଓଡିଶା ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ୱର- ନିର୍ଦ୍ଧାରିତ ତାରିଖରେ ହିଁ ହେବ ଓଡିଶା ସିଭିଲ ସର୍ଭିସ ପରୀକ୍ଷା । କୋରୋନା କଟକଣା ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ଲୋକସେବା ଆୟୋଗ ସ୍ପଷ୍ଟ କରିଛି । ପୂର୍ବ ନିର୍ଦ୍ଧାରିତ ଚଳିତ ମାସ ୨୦ ତାରିଖରୁ ହିଁ ପରୀକ୍ଷା ଆରମ୍ଭ ହେବ । ୨୩ ତାରିଖରେ ଆସିଷ୍ଟାଂଟ ସର୍ଜନ ପଦବୀ ପାଇଁ ବି…

୬ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି 

ଭୁବନେଶ୍ୱର- ରାଜ୍ୟ ସରକାର ୬ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଆରୋରାଙ୍କ ପଦୋନ୍ନତି ହୋଇଛି । ଏହି ଚାରି ଜଣଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ଭାବେ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର…

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଂଟର ଭାବେ ପୁରସ୍କୃତ

କଟକ – ଓଡିଶା ପୋଲିସ ପାଇଁ ଏକ ସମ୍ମାନଜନକ ଖବର । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଂଟର ବିବେଚିତ ହୋଇଛି । ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ୍ ଅଫିସର୍ସ (ଜିଓ) ବର୍ଗରେ ଶ୍ରେଷ୍ଠ ପୋଲିସ ଏକାଡେମୀ ଭାବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ ହୋଇଛି…