ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଂଟର ଭାବେ ପୁରସ୍କୃତ

କଟକ – ଓଡିଶା ପୋଲିସ ପାଇଁ ଏକ ସମ୍ମାନଜନକ ଖବର । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଂଟର ବିବେଚିତ ହୋଇଛି । ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ୍ ଅଫିସର୍ସ (ଜିଓ) ବର୍ଗରେ ଶ୍ରେଷ୍ଠ ପୋଲିସ ଏକାଡେମୀ ଭାବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ ହୋଇଛି…