ପଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ପ୍ରମୁଖ ଦଳମାନଙ୍କ ଦାବି, ଆଜି ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପ୍ରମୁଖ ଦଳମାନେ ଦାବି କରିଛନ୍ତି । ଆଜି ଏହି ଦାବି ଉପରେ ନିର୍ବାଚନ ଆୟୋଗ ବିଚାର କରିବେ । ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ପଞ୍ଜାବରେ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ତେବେ ସନ୍ଥ ରବିଦାସ ଜୟନ୍ତୀ…

ଭୁବନେଶ୍ୱର ଏମସରେ ୨୫୦ କର୍ମଚାରୀଙ୍କୁ କୋରୋନା, ଆଜିଠୁ ଓପିଡି ସେବା ବନ୍ଦ

ଭୁବନେଶ୍ୱର- ଭୁବନେଶ୍ୱର ଏମ୍ସରେ ୮ ଶହ କର୍ମଚାରୀଙ୍କ ମଧ୍ୟରୁ ୨୫୦ ଜଣ କର୍ମଚାରୀ କୋରୋନା ପଜିଟିଭ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏମ୍‌ସର ଓପିଡି ବା ବହିଃରୋଗ ଚିକିତ୍ସା ସେବା ଆଜିଠୁ ବନ୍ଦ ରଖାଯାଇଛି । କେବଳ ପୂର୍ବରୁ ପଂଜୀକୃତ ହୋଇଥିବା ରୋଗୀମାନେ ହସପିଟାଲ ଆସିପାରିବେ । ଜରୁରୀ ସେବା…

ବିଶ୍ୱ ରେକର୍ଡ କରିଥିବା କମଳାକାନ୍ତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାର ପାରା ଆଥଲେଟ କମଳାକାନ୍ତ ନାୟକ ୨୪ ଘଣ୍ଟାରେ ମାନ୍ୟୁଏଲ ହ୍ୱିଲଚେୟାରରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସେ ସ୍ଥାନ ପାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସବୁ ପ୍ରତିକୂଳ…