ବିଶ୍ୱ ରେକର୍ଡ କରିଥିବା କମଳାକାନ୍ତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାର ପାରା ଆଥଲେଟ କମଳାକାନ୍ତ ନାୟକ ୨୪ ଘଣ୍ଟାରେ ମାନ୍ୟୁଏଲ ହ୍ୱିଲଚେୟାରରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସେ ସ୍ଥାନ ପାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସବୁ ପ୍ରତିକୂଳ…

ପ୍ରଜାକୋର୍ଟରେ ବ୍ୟକ୍ତିଙ୍କୁ ହତ୍ୟା କରି ମୃତଦେହ ଜାଳିଦେଲେ ମାଓବାଦୀ

ମାଲକାନଗିରି- ମାଓବାଦୀଙ୍କ ବର୍ବରତା । ମାଲକାନଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ମାଓବାଦୀମାନେ ପ୍ରଜାକୋର୍ଟ କରି ଆନନ୍ଦ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ, ମାଓବାଦୀମାନେ ତାଙ୍କ ମୃତ ଦେହକୁ ଜାଳି ଦେଇଛନ୍ତି । ଗତ ଗୁରୁବାର ଦିନ ଆନନ୍ଦଙ୍କୁ…