ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ବିୟୋଗ

ରାୟଗଡ଼ା: ଗତ ବର୍ଷ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିବା ରାୟଗଡ଼ା ଜିଲ୍ଲା ଗୁଣପୁରର ବିଶିଷ୍ଟ ମହିଳା ଶାନ୍ତି ଦେବୀ (୮୮ ବର୍ଷ)ଙ୍କ ରବିବାର ମଧ୍ୟରାତ୍ରରେ ବିୟୋଗ ଘଟିଛି। ଗୁଣପୁର ସେବା ସମାଜ ଠାରେ ରହି ଆସୁଥିବା ଶାନ୍ତି ଦେବୀ ସେଠାରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।…