ଝାରସୁଗୁଡାର ମହିଳାଙ୍କୁ ଛତିଶଗଡ଼ରେ ହତ୍ୟା, ବିବାହ ପାଇଁ ବାଧ୍ୟ କରିବାରୁ ତଣ୍ଟି କାଟି ଦେଲା ପ୍ରେମିକ- ରାୟଗଡ ଏସପି

ଝାରସୁଗୁଡ଼ା : ବେଲପାହାଡର ଜଣେ ମହିଳାଙ୍କୁ ଛତିଶଗଡର ରାୟଗଡ ଜିଲ୍ଲାରେ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରେମ ପ୍ରତାରଣା ହତ୍ୟାର କାରଣ ବୋଲି ଜଣାପଡିଛି। ଯୁବତୀ ଜଣକ ବିବାହ ପାଇଁ ବାଧ୍ୟ କରିବାରୁ ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ, ୧୦ ହଜାର ୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୪୮୯ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୬ ହଜାର ୮୨ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୪୦୭ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଶିଶୁ,କିଶୋରଙ୍କ ସଂଖ୍ୟା ହେଉଛି…

ଆଜିଠାରୁ ତିନି ଦିନ ରାଜ୍ୟରେ ଘନ କୁହୁଡି

ଭୁବନେଶ୍ୱର- ଆଜିଠାରୁ ତିନି ଦିନ ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡି ଦେଖାଯିବ । ଆଜି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, , କନ୍ଧମାଳ, ବଲାଙ୍ଗିର , ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ଅଛି ବେଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ବିରଜୁ ମହାରାଜଙ୍କ ମୃତ୍ୟୁ ଅପୂରଣୀୟ କ୍ଷତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଥକ ନୃତ୍ୟର କିମ୍ବଦନ୍ତୀ ପୁରୁଷ ବିରଜୁ ମହାରାଜଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଜୁ ମହାରାଜ ନିଜେ ଜଣେ ପ୍ରତିଷ୍ଠାନ ଥିଲେ । ଏହି କିମ୍ବଦନ୍ତୀଙ୍କ ଅବର୍ତ୍ତମାନ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି…