ଜାତିସଂଘର ଚେତାବନୀ: ଭାରତରେ ପୁଣି ଡେଲଟା ସଂକ୍ରମଣ ଭଳି ଘାତକ ସ୍ଥିତି ସୃଷ୍ଟି ହୋଇପାରେ
ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଭାରତକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଏପ୍ରିଲରୁ ଜୁନ୍ ୨୦୨୧ ମଧ୍ୟରେ ଭାରତରେ କୋଭିଡ-୧୯ର ଡେଲଟା ଭାରିଆଣ୍ଟର ଘାତକ ଲହରରେ ୨ ଲକ୍ଷ ୪୦ ହଜାର…