ରକେଟ୍ ବୈଜ୍ଞାନିକ ଏସ୍ ସୋମନାଥ ହେଲେ ଇସ୍ରୋର ନୂଆ ମୁଖ୍ୟ

ନୂଆଦିଲ୍ଲୀ: ଭାରତର ମହାକାଶ ପ୍ରତିଷ୍ଠାନ 'ଭାରତୀୟ ମହାକାଶ ଗବେଷଣା ସଂସ୍ଥା' (ଇସ୍ରୋ)ର ପରବର୍ତ୍ତୀ ମୁଖ୍ୟ ଭାବରେ ରକେଟ୍ ବୈଜ୍ଞାନିକ ଏସ୍ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି। ଜିଏସ୍ଏଲଭି ଏମକେ-୩ ଲଞ୍ଚରର ବିକାଶରେ ସୋମନାଥ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ବର୍ତ୍ତମାନ ସୋମନାଥ ବରିଷ୍ଠ…

କରୋନା ଅପଡେଟ୍: ଭାରତରେ ବେଲଗାମ ତୃତୀୟ ଲହର, ଦିନକରେ ଆସିଲା ପ୍ରାୟ ଅଢେ଼ଇ ଲକ୍ଷ ମାମଲା

ନୂଆଦିଲ୍ଲୀ: ବେଲଗାମ ହୋଇଛି କରୋନାର ତୃତୀୟ ଲହର । ଭୟଙ୍କର ଗତିରେ ମାଡ଼ି ଚାଲିଛି ସଂକ୍ରମଣ । ଦେଶରେ ଦେଶରେ ଦୈନିକ ମାମଲା ଦୁଇଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩୮୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ…

ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ବ୍ୟକ୍ତିତ୍ୱ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଆଜି ଜନ୍ମତିଥି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଓଡିଆ ଭାଷା, ସାହିତ୍ୟର ପ୍ରସାର ସହ ଶିକ୍ଷା ଏବଂ ସମାଜ ସଂସ୍କାର…