ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ
ଭୁବନେଶ୍ୱର- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଔପଚାରିକ ଘୋଷଣା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ବୈଠକରେ ମୁଖ୍ୟତଃ ନିର୍ବାଚନ ପ୍ରାକ ପ୍ରସ୍ତୁତି, ଭୋଟର ତାଲିକା ଓ କୋଭିଡ ପରିସ୍ଥିତି ନେଇ ଆଲୋଚନା ହୋଇପାରେ । ଭୁବନେଶ୍ୱରରର ତୋଷାଳୀ ଭବନ ସ୍ଥିତ…