ଓମିକ୍ରନର ନୂଆ ଲକ୍ଷଣ: ଓଠ, ଚର୍ମ ଓ ନଖ ରଙ୍ଗ ବଦଳିଲେ କରି ନିଅନ୍ତୁ କରୋନା ଟେଷ୍ଟ

ନୂଆଦିଲ୍ଲୀ:ଓମିକ୍ରନ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି | ଏହି ଭାରିଆଣ୍ଟରେ ପୀଡିତ ରୋଗୀମାନେ ବିଭିନ୍ନ ଲକ୍ଷଣ ନେଇ ଅଭିଯୋଗ କରୁଛନ୍ତି | ଡାକ୍ତରଙ୍କ କହିବାନୁସାରେ, କରୋନାର ମୁଖ୍ୟ ଲକ୍ଷଣ ବ୍ୟତୀତ, ଏପରି କିଛି ଲକ୍ଷଣ ଅଛି, ଯାହା ଦେଖାଗଲେ ତୁରନ୍ତ କୋଭିଡ ପରୀକ୍ଷା କରାଯିବା ଉଚିତ୍…

ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ଆଉ ୨୪ ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ଓଡିଶାରେ ଥିବା ବେଳେ ଆଉ ଜଣେ ତାମିଲନାଡୁ ପଳାଇଛନ୍ତି । ୨୪ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ପୁରୁଷ ଓ ୬…

ଫ୍ଲାଏ ଓଭରରେ ୨୦ ମିନିଟ୍ କାଳ ଅଟକି ରହିଲେ ପ୍ରଧାନମନ୍ତ୍ରୀ, ପଞ୍ଜାବ ସରକାରଙ୍କୁ ଜବାବ ତଲବ କଲା ଗୃହ ମନ୍ତ୍ରଣାଳୟ

ଚଣ୍ଡିଗଡ଼: ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଘଟିଛି। ବିକ୍ଷୋଭକାରୀ କୃଷକମାନେ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କ ରାସ୍ତା ଅବରୋଧ କରିବାରୁ ଆଜି ଫିରୋଜପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିକୁ ବାତିଲ କରିଦିଆଯାଇଛି। କେନ୍ଦ୍ର ଗୃହ…