ଚିଲିକାକୁ ବିଦେଶୀ ପକ୍ଷୀ ସଂଖ୍ୟା କମିଲା

ଖୋର୍ଦ୍ଧା – ଚଳିତବର୍ଷ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି । ପକ୍ଷୀ ଗଣନା ସରିଲା ପରେ ଏହି ସୂଚନା ଦିଆଯାଇଛି । ଚଳିତ ବର୍ଷ ଚିଲିକାକୁ ୧୦ ଲକ୍ଷ ୭୪ ହଜାର ୧୭୩ ବିଦେଶୀ ପକ୍ଷୀ ଆସିଛନ୍ତି । ଗତବର୍ଷ ଏହି ସଂଖ୍ୟା ଥିଲା ୧୨ ଲକ୍ଷ ୪୨ ହଜାର ୮୨୬ । ଗତବର୍ଷ ତୁଳନାରେ ଏ ବର୍ଷ ୧…

‘ହୁ’ର ଚେତାବନୀ: ଓମିକ୍ରନ୍ ବିସ୍ଫୋରଣରୁ ସୃଷ୍ଟି ହୋଇପାରେ ଆହୁରି ଘାତକ ଭାରିଆଣ୍ଟ୍

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଛି | କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ଅନେକ ଦେଶର ଚିନ୍ତା ବଢାଇ ଦେଇଛି | ଓମିକ୍ରନର ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶ କଟକଣା କଡ଼ାକଡ଼ି କରିଛନ୍ତି | ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ…

ବାଂଲାଦେଶର ଐତିହାସିକ ବିଜୟ, ପ୍ରଥମ ଥର ନ୍ୟୁଜିଲାଣ୍ଡରେ ନ୍ୟୁଜିଲାଣ୍ଡକୁ ହରାଇଲା

ମାଉଣ୍ଟ ମାଉଙ୍ଗାନୁଇ: ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇ ବାଂଲାଦେଶ ଇତିହାସ ସୃଷ୍ଟି କରିଛି। ବେ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ୪୦ ରନ୍‌ର ଟାର୍ଗେଟ ଦେଇଥିଲା। ମୋମିନୁଲ ହକଙ୍କ ନେତୃତ୍ବାଧୀନ ବାଂଲାଦେଶ ୨ ୱିକେଟ୍ ହରାଇ ଏହି ଲକ୍ଷ୍ୟ…

୨୪ ବର୍ଷ ପରେ ପୁଣି ବ୍ରଜରାଜନଗର ଦେଖିବ ଉପନିର୍ବାଚନ,  କିଶୋରଙ୍କ ବିକାଶ ଓ ନବୀନଙ୍କ ଲୋକପ୍ରିୟତା ବିଜେଡିର ପୁଞ୍ଜି

ଝାରସୁଗୁଡା : ଦୀର୍ଘ ୨୪ ବର୍ଷ ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଭୋଟର ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ସାମ୍ନା କରିବାକୁ ଯାଉଛନ୍ତି। ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଖାଲିଥିବା ଏହି ଆସନରେ ଆଗାମୀ ୬ ମାସ ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ନିର୍ବାଚନ…

ଆଜିଠାରୁ ମାଟ୍ରିକ ପିଲାଙ୍କ ପ୍ରଥମ ସମ୍ମେଟିଭ ଆସେସସମେଂଟ୍ ପରୀକ୍ଷା, ୫୭୬୩୮୭ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି…

କଟକ-ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ସମ୍ମେଟିଭ ଆସେସମେଂଟ୍ ପରୀକ୍ଷା ଆରମ୍ଭ ହେଉଛି । ମୋଟ ୫ ଲକ୍ଷ ୭୬ ହଜାର ୩୮୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ୩ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଆସନ୍ତା ୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ…