ପ୍ରଥମ ଓମିକ୍ରନ ଟେଷ୍ଟିଂ କିଟ୍ ‘ଓମିସିୟୋର’କୁ ଆଇସିଏମଆରର ମଞ୍ଜୁରି

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି | ଇତି ମଧ୍ୟରେ ଓମିକ୍ରନ୍ ଚିହ୍ନଟ ପାଇଁ ପ୍ରଥମ କିଟ୍ ଓମିସିୟୋରକୁ ଆଇସିଏମଆର ତରଫରୁ ମଞ୍ଜୁରି ମିଳିଛି | ଓମିସିୟୋର କିଟ୍ ଓମିକ୍ରନ୍ ସଂକ୍ରମଣକୁ ଚିହ୍ନଟ କରିପାରିବ | ଟାଟା ମେଡିକାଲ ଦ୍ୱାରା ଏହା…