ପୁଣି ଘୁଞ୍ଚିଲା ‘ଆରଆରଆର’ ରିଲିଜ୍

ମୁମ୍ବାଇ: 'ବାହୁବଲୀ' ଫେମ୍ ଏସ୍ଏସ୍.ରାଜମୌଲିଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ମେଗା ବଜେଟ୍ ଫିଲ୍ମ 'ଆରଆରଆର'ର ରିଲିଜ୍ ପୁଣି ଘୁଞ୍ଚିଛି। ଆଲିଆ ଭଟ୍ଟ, ଜୁନିଅର ଏନଟିଆର୍ ଏନଟିଆର୍ ଏବଂ ରାମ ଚରଣଙ୍କ ଅଭିନୀତ ଏହି ଫିଲ୍ମ ଜାନୁଆରୀ ୭ରେ ଦେଶବ୍ୟାପୀ ସିନେମା ହଲ ଗୁଡ଼ିକରେ ରିଲିଜ୍ ହେବାର…