ସମସ୍ତ ଇଚ୍ଛା ପୂରଣର ମହୋଷଧି ହନୁମାନଙ୍କ ଏହି ଗୁପ୍ତ ମନ୍ତ୍ର

ଆପଣ ମାନେ ଜାଣିଥିବେ ବାଲ୍ୟ କାଳରେ ହନୁମାନ ବହୁତ ଦୁଷ୍ଟ ଥିଲେ । ସୂର୍ଯ୍ୟ ଙ୍କୁ ଫଳ ଭାବି ଗିଳିଦେଇଥିଲେ ମାରୁତି । ଏହାପରେ ଇନ୍ଦ୍ର ହନୁମାନଙ୍କ ଠାରୁ ସୂର୍ଯ୍ୟଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କରିଥିଲେ । ଦେବତାଙ୍କ ଦେବ ଇନ୍ଦ୍ରଦେବଙ୍କ ବଜ୍ରର ଆଘାତରେ ହନୁମାନ ମୂର୍ଚ୍ଛା ହୋଇଗଲେ…

ଗୀତା ମାହାତ୍ମ୍ୟ: ଯେ ତ୍ୱେତଦଭ୍ୟସୁୟନ୍ତେ ନାନୁତିଷ୍ଠନ୍ତି ମେ ମତମ। ସର୍ଵଜ୍ଞାନ ବିମୁଢାସ୍ତାନ ବିଧି ନଷ୍ଟାନଚେତସ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ଯେ ତ୍ୱେତଦଭ୍ୟସୁୟନ୍ତେ ନାନୁତିଷ୍ଠନ୍ତି ମେ ମତମ। ସର୍ଵଜ୍ଞାନ ବିମୁଢାସ୍ତାନ ବିଧି ନଷ୍ଟାନଚେତସ।। ହେ ଅର୍ଜ୍ଜୁନ ! ଯେଉଁ…

୩ ରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟୀକା ଦେବା ନିମନ୍ତେ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଦେଶରେ କରୋନା ମୁକାବିଲା ପାଇଁ ଏବେ ୧୫ ରୁ ୧୮ ବର୍ଷ ପିଲାଙ୍କ ନିମନ୍ତେ ଟୀକା ଦେବାକୁ ସରକାର ନିଷ୍ପତି ନେଇଥିବାରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଶ୍ରୀ ଶୁଭମ ସକସେନା…

ବିଏସକେୱାଇ କାର୍ଡ ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ସମ୍ବଲପୁର: ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାକୁ କିଭଳି ଘରୋଇ ଡାକ୍ତରଖାନା ମାନେ ସଠିକ ଭାବେ କାର୍ଯ୍ୟକାରୀ କରୁଛନ୍ତି ତାହା ଉପରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶୁଭମ ସକସେନାଙ୍କ ଅଧ୍ୟକ୍ଷତାରେ ଏସଏସ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।…