ଆଇଏମ୍ଏ, ଜାମିଆ ମିଲିଆ ସହ ୬,୦୦୦ରୁ ଊର୍ଦ୍ଧ୍ବ ଅନୁଷ୍ଠାନ ବିଦେଶୀ ଅନୁଦାନ ସଂକ୍ରାନ୍ତ ଲାଇସେନ୍ସ ହରାଇଲେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ, ଜାମିଆ ମିଲିଆ ଇସଲାମିଆ, ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଏବଂ ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ ସହ ପ୍ରାୟ ୬,୦୦୦ ଅନୁଷ୍ଠାନ ଏବଂ ସଂଗଠନର ଏଫସିଆରଏ ଲାଇସେନ୍ସ ବୈଧତା ଶେଷ ହୋଇଯାଇଛି।…

ବାଣ କାରଖାନାରେ ଅଗ୍ନିକାଣ୍ଡ, ୪ମୃତ, ୮ ଆହତ

ଚେନ୍ନାଇ: ତାମିଲନାଡୁର ବାଣ କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଦେଇ ପୋଲିସ କହିଛି ଯେ ଏହି ଘଟଣାରେ ଚାରି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ତାମିଲନାଡୁର ବିରୁଧୁନଗର ଜିଲ୍ଲାର ପୁଡୁପଟ୍ଟିରେ ଏହି ଘଟଣା ଘଟିଛି ।…

ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ ବିଧାୟକ କରୋନା ପଜିଟିଭ୍

ମୁମ୍ବାଇ: ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ଓମିକ୍ରନ୍ ଏବଂ କରୋନାର ଅନ୍ୟ ଷ୍ଟ୍ରେନ୍ ଜନିତ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଛି | ମହାରାଷ୍ଟ୍ରର ଅନେକ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ରାଜ୍ୟ ଡେପୁଟି ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇ…

ନୂଆବର୍ଷରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ କଟକଣା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ନୂଆବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିଛି । ତେଣୁ ଘରେ ରହି…

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଡିଜିପି ସୁନୀଲ ବଂସଲ, ନିଶା ମାଫିଆଙ୍କ ବିରୋଧରେ ଅଭିଯାନ ଜୋର୍ଦାର ପାଇଁ ଚେତାବନୀ

ଭୁବନେଶ୍ୱର - ନୂଆ ପୋଲିସ ଡିଜି ସୁନୀଲ ବଂସଲ ରାଜ୍ୟବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ଗରିବ, ଅସହାୟ ଓ ନିର୍ଧନ ଲୋକଙ୍କୁ ସହାୟତା ଦେବା ପାଇଁ ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ରାଜ୍ୟରେ ନିଶା ମାଫିଆଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ…

ଛେଳି ଚୋରି କରି ଥାନା ବାବୁ ସସପେଣ୍ଡ

ବଲାଙ୍ଗୀର – ପୋଲିସ ହୋଇ ଚୋରି । ପୁଣି ଛେଳି ଚୋରି । ଥାନା ବାବୁଙ୍କ ବିରୋଧରେ ଛେଳି ଚୋରି ଅଭିଯୋଗ ଆଣିଥିଲେ ଛେଳି ମାଲିକ । କିନ୍ତୁ ତାଙ୍କୁ ନାଲିଆଖି ଦେଖାଇ ଥାନାରେ ଅଟକ ରଖିଲେ ପୋଲିସ ବାବୁ । ହେଲେ ଘଟଣା ପ୍ରଘଟ ହେଲା ପରେ ବାବୁ ସସପେଣ୍ଡ୍ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଏଏସଆଇ…

ଜାନୁୟାରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ୍‌, ଯାଞ୍ଚ୍ କରିନିଅନ୍ତୁ ଏହି ମାସର ବ୍ୟାଙ୍କ୍ ଛୁଟି ତାଲିକା

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୨ରେ ଯଦି ଆପଣଙ୍କର କୌଣସି ବ୍ୟାଙ୍କ୍ କାର୍ଯ୍ୟ ଅଛି କିମ୍ବା ଆପଣ ବ୍ୟାଙ୍କ ଶାଖାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ତା' ପୂର୍ବରୁ ଜାନୁୟାରୀ ମାସର ବ୍ୟାଙ୍କ୍ ଛୁଟିଦିନ ତାଲିକା ଯାଞ୍ଚ କରି ନିଅନ୍ତୁ, ଯାହା ଫଳରେ ଆପଣ ଅସୁବିଧା ଏଡ଼ାଇ ପାରିବେ । ଜାନୁୟାରୀ ମାସରେ…

ଭିସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ସମସ୍ତ ସଚିବ

ଭୁବନେଶ୍ୱର- ନବବର୍ଷରେ ସବୁ ବିଭାଗର ସଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଭିସି ମାଧ୍ୟମରେ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସଚିବମାନଙ୍କୁ…