ରାଜ୍ୟରେ ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର – ରାଜ୍ୟ ସରକାର ୮ ହଜାର ୧୦୨ ଜଣ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିଛନ୍ତି । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ୨୦୧୫ ମସିହା ଜାନୁଆରୀରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ଗଣଶିକ୍ଷା ବିଭାଗ ନିୟମିତ କରିଥିବା କହିଛନ୍ତି ବିଭାଗୀୟ…

କରୋନା ଅପଡେଟ୍: ଚାରି ଦିନରେ ୪ ଗୁଣ ବଢ଼ିଲା ସଂକ୍ରମଣ, ଦିନକରେ ୨୨,୭୭୫ ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ୍ ମାମଲା ୧୪୩୧

ନୂଆଦିଲ୍ଲୀ: ଦେଶରେ ଘାତକ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଚାରି ଦିନ ମଧ୍ୟରେ ଦୈନିକ ମାମଲା ଚାରି ଗୁଣ ବଢ଼ିଛି । ଏହା ସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ଆଉ ୨୨,୭୭୫ ନୂଆ ମାମଲା ରିପୋର୍ଟ ହୋଇଛି।…

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଆମ ରାଜ୍ୟରେ ଯେତିକି ପଜିଟିଭିଟି ରେଟ୍ ଅଛି, ସେହି ହିସାବରେ ସାମ୍ପୁଲ୍ ସାଇଜ ନାହିଁ । ମହାରାଷ୍ଟ୍ର ସହ ଅନ୍ୟରାଜ୍ୟରେ…