ଅଦିନିଆ ବର୍ଷା ଯୋଗୁଁ ଫସଲ ହାନି ଘଟଣା, କ୍ଷତିଗ୍ରସ୍ତ ଚାଷୀଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଆଲୋଚନା

ବରଗଡ: ଅଦିନିଆ ବର୍ଷାରେ ବ୍ୟାପକ ଫସଲ ହାନି ହୋଇଥିବା ସୋହେଲା ବ୍ଲକ ପିପିଲିପାଲି ଗାଁକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ତୁରନ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋହେଲା ବ୍ଲକର ପିପିଲିପାଲି ଗାଁ…