୧୫୩ ନୂଆ ଓଏଏସ ଅଧିକାରୀଙ୍କୁ ନବୀନ ମନ୍ତ୍ର : ସବୁ ପରିସ୍ଥିତିରେ ଲୋକଙ୍କ ଭରସା ଅତୁଟ ରଖିବାକୁ ପରାମର୍ଶ

ଭୁବନେଶ୍ୱର- କାର୍ଯ୍ୟରେ ଯୋଗ ଦେଇଛନ୍ତି ୧୫୩ ନୂଆ ଓଏଏସ ଅଧିକାରୀ । ନୂଆ ଓଏଏସ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସିଭିଲ ସର୍ଭିସରେ ଯୋଗଦେବା ଏକ ଅନନ୍ୟ ଉଦାହରଣ । ଚାକିରି ନୁହେଁ, ମାତୃଭୂମି ଓ ସାଧାରଣ ଲୋକଙ୍କ ସେବା ହେଉଛି ସିଭିଲି ସର୍ଭିସ । ସବୁ…