ଓମିକ୍ରନ୍ ଆତଙ୍କ: କେନ୍ଦ୍ର ଜାରି କଲା ନୂଆ ଗାଇଡ ଲାଇନ୍, ଆବଶ୍ୟକ ସ୍ଥଳେ କଟକଣା ଲଗାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ନୂଆ ଗାଇଡ ଲାଇନ୍ ଜାରି କରିଛନ୍ତି । ସ୍ଥାନୀୟ ସ୍ତରରେ ଆବଶ୍ୟକତା ଅନୁଯାୟୀ କଟକଣା ଲାଗୁ କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…