ପ୍ରଥମ ଟେଷ୍ଟ: ରାହୁଲଙ୍କ ଶତକ, ପ୍ରଥମ ଦିନରେ ଭାରତ ୨୭୨/୩

ସେଞ୍ଚୁରିଅନ: ରବିବାର ଠାରୁ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ଉପରେ ପ୍ରାଧାନ୍ୟ ଜାହିର କରିଛି । ଉପଅଧିନାୟକ କେଏଲ ରାହୁଲଙ୍କ ଅପରାଜିତ ଶତକ ସହାୟତାରେ ଭାରତ ଏକ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା…