ବଡଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କୋରୋନା ପାଇଁ ସତର୍କ ରହିବାକୁ ଆହ୍ୱାନ

ଭୁବନେଶ୍ୱର- ପବିତ୍ର ବଡଦିନ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସମୃଦ୍ଧ ଓଡିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କୋରୋନା ଯୋଗୁଁ ସତର୍କତା ବଜାୟ ରଖିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । କୋରୋନାର ଭୟ ଏବେ…

ବ୍ରିଟେନରେ କରୋନା ପୁଣି ଅଣାୟତ୍ତ, ୨୪ ଘଣ୍ଟାରେ ଆସିଲା ରେକର୍ଡ ୧୨୨,୧୮୬ ମାମଲା

ଲଣ୍ଡନ: ବ୍ରିଟେନରେ କରୋନା‌ ସଂକ୍ରମଣ ପୁଣି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଜାତୀୟ ସ୍ୱାସ୍ଥ୍ୟ ସେବା ସଂଗଠନ (ଏନ୍ଏଚ୍ଏସ୍) ଜାରି କରିଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ବ୍ରିଟେନରେ ରେକର୍ଡ ୧୨୨,୧୮୬ କରୋନା ମାମଲା ରିପୋର୍ଟ ହୋଇଛି । କୋଭିଡ ଯୋଗୁଁ ଆଉ ୧୩୭ ଜଣ ପ୍ରାଣ…